ବୃତ୍ତଗନ୍ଧି
ଦେଖଣା
ବୃତ୍ତଗନ୍ଧି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୃତ୍ତ+ଗନ୍ଧ+ଇ)
[ସମ୍ପାଦନା]- ୧. ଯେଉଁ ଗଦ୍ୟ ରଚନାର ସ୍ଥଳ ବିଶେଷରେ ପରିମିତ ଅକ୍ଷରବିଶିଷ୍ଟ ପଦ୍ୟାଂଶ ପରି ଶୁଣାଯାଏ —୧. A form of prose containing poetical composition at place.
- ୨. ଅନୁପ୍ରାସ ଓ ସମାସ ବହୁଳତା ଯୋଗୁଁ ଯେଉଁ ଗଦ୍ୟ ପଦ୍ୟ ପଚି ଆନନ୍ଦପ୍ରଦ ହୁଏ —୨. Prose composition which is full alliterations and compound words and sounds like poetry.