Jump to content

ବୃତ୍ତଶାଳୀ

ଉଇକିଅଭିଧାନ‌ରୁ

ବୃତ୍ତଶାଳୀ

ଉଚ୍ଚାରଣ

[ସମ୍ପାଦନା]

(ବତ୍ତାନୁବର୍ତ୍ତୀ; ବୃତ୍ତସ୍କ, ବୃତ୍ତବାନ୍—ଅନ୍ୟରୂପ)

[ବୃତ୍ତାନୁବର୍ତ୍ତିନୀ, ବୃତ୍ତସ୍କା, ବୃତ୍ତବତୀ, ବୃତ୍ତଶାଳିନୀ—ସ୍ତ୍ରୀ ] 

ସଂସ୍କୃତ - ବିଶେଷଣ - ପୁଂ—(ବୃତ୍ତ+ଶାଳନ୍; ୧ମା. ୧ବ)

[ସମ୍ପାଦନା]
୧. ସଦାଚାରୀ (ହିନ୍ଦୀ - ଶ) —୧. Following the approved usages.
୨. ପରୋପକାରୀ —୨. Benevolent.