Jump to content

ବୃତ୍ତିକର

ଉଇକିଅଭିଧାନ‌ରୁ

ବୃତ୍ତିକର

ଉଚ୍ଚାରଣ

[ସମ୍ପାଦନା]
(ବୃତ୍ତିକରୀ—ସ୍ତ୍ରୀ) 

ସ. ବିଶେଷଣ - ପୁଂ—(ବୃତ୍ତି+କୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଯାହା ଜୀବିକା ପ୍ରଦାନକରେ; ପରିପୋଷଣକାରୀ — Supplying livelihood; maintaining.

(ଉ—ଏଣୁ ବହୁତ ବୃତ୍ତିକରୀ, ଭୋ ମାଗ ବସୁନ୍ଧରା ଜଗନ୍ନାଥ—ଭାଗବତ)