Jump to content

ବୃତ୍ତିଚ୍ଛେଦ

ଉଇକିଅଭିଧାନ‌ରୁ

ବୃତ୍ତିଚ୍ଛେଦ

ଉଚ୍ଚାରଣ

[ସମ୍ପାଦନା]

(ବୃତ୍ତିଚ୍ଛେଦନ—ଅନ୍ୟରୂପ)

(ବୃତ୍ତିଛେଦ—ଦେଶଜରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବୃତ୍ତି+ଚ୍ଛେଦ; ସନ୍ଧିଯୋଗୁଛ ସ୍ଥାନରେ ଚ୍ଛ)

[ସମ୍ପାଦନା]
୧. ଜୀବିକା ନିର୍ବାହର ଉପାୟ ବନ୍ଦ କରିବା —୧. Cutting off of the means of one's maintenance.
୨. ଜୀବିକା ନିର୍ବାହାର୍ଥ ଖଞ୍ଜାଥିବା ଜାଗିରି ଜମିକୁ ବାଯ୍ୟାପ୍ତି କରିବା —୨. Confiscation or resumption of a maintenance grant.

(ଉ—ଚଉର୍ଯ୍ୟ ହିଂସା ମିଥ୍ୟାବାଦ, ବିଶ୍ୱାସବାଦି, ବିଶ୍ୱାସଘାତ ବୃତ୍ତିଚ୍ଛେଦ ଜଗନ୍ନାଥ—ଭାଗବତ)