Jump to content

ବୃତ୍ତି ଧ୍ୱଂସ

ଉଇକିଅଭିଧାନ‌ରୁ

ବୃତ୍ତି ଧ୍ୱଂସ

ଉଚ୍ଚାରଣ

[ସମ୍ପାଦନା]

(ବୃତ୍ତି ନାଶ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ସମ୍ପତ୍ତିର ବା ଜୀବିକା ନିର୍ବାହୋ— ପାୟର ବିନାଶ —Destruction or loss of one's property or means of livelihood.