ବୃତ୍ତ୍ୟନୁପ୍ରାସ
ଦେଖଣା
ବୃତ୍ତ୍ୟନୁପ୍ରାସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଅନୁପ୍ରାସ ବା ଶବ୍ଦାଳଙ୍କାର ବିଶେଷ — A kind of alliteration.
[ଦ୍ରଷ୍ଟବ୍ୟ —ପର୍ଯ୍ୟାୟ କ୍ରମେ ହେଉ ବା ନ ହେଉ, ଯେବେ ଗୋଟିଏ ବ୍ୟଞ୍ଜନ ବର୍ଣ୍ଣ ବାକ୍ୟ ମଧ୍ୟରେ ବାରମ୍ୱାର ଉଚ୍ଚାରିତ ହୁଏ, ତେବେ ତାକୁ ବୃତ୍ତ୍ୟନୁପ୍ରାସ କହନ୍ତି ଯଥା— ଲୁଣି ମଣିଲିଣି ମଦୁ ଝରକୁ ଶୁଣି ତା ବିଷମ ବଂଶୀ ସ୍ୱରକୁ, କି ବଇ ହୋଇଲି ଲିଭାଇବି ବୋଲି ସ୍ମର ଧନ଼ଞ୍ଜୟ ହେତି କି ଗୋ କବସୂର୍ଯ୍ୟ. ସଙ୍ଗୀତ, କୁଳମଣି ଅଳଙ୍କାର ତରଙ୍ଗିଣୀ]