Jump to content

ବୃତ୍ୟ

ଉଇକିଅଭିଧାନ‌ରୁ

ବୃତ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବୃ ଧାତୁ+କର୍ମ. ଯ; ତ ଆଗମ)

[ସମ୍ପାଦନା]
୧. ବରଣୀୟ— ବରଣଯୋଗ୍ୟ —୧. Fit to be selected or chosen.
୨. ନିଯୋଜନୀୟ —୨. Fit to be engaged or employed.