ବୃଥା କରିବା
ବ୍ୟର୍ଥ କରିବା; ପଣ୍ଡ କରିବା —To make abortive; to nullify.
[ଉ— ବୃଥା କଲା ଦଶମଥା ତାଙ୍କ କଥା, ଭଳ ସେହିଁ ଭଲ୍ଲହେଲା ଭଞ୍ଜ. ବୈଦେହୀଶବିଳାସ]