Jump to content

ବୃଥା ଭାବନା

ଉଇକିଅଭିଧାନ‌ରୁ

ବୃଥା ଭାବନା

ଉଚ୍ଚାରଣ

[ସମ୍ପାଦନା]

(ବୃଥାଚିନ୍ତା—ଅନ୍ୟରୂପ)

(ବୃଥା ଭାଳେଣି—ଦେଶଜରୂପ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ନିଷ୍ଫଳ ଚିନ୍ତା —Vain thoughts.

[ଉ—ବୃଥା ଭାବନା ଆଉ କରିବି ନାହିଁ, ଭାବନାରେ ଆନନ୍ଦ ମିଳଇ ନାହିଁ ମଧୁସୂଦନ. ନିର୍ବାସିତର ବିଳାପ]