Jump to content

ବୃଦ୍ଧା

ଉଇକିଅଭିଧାନ‌ରୁ

ବୃଦ୍ଧା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ବୃଦ୍ଧ+ସ୍ତ୍ରୀ.ଆ)

[ସମ୍ପାଦନା]

ଗତଯୌବନା —Old (woman)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ବୁଢୀ —୧. An old woman.
୨. ବୃଦ୍ଧାଙ୍ଗୁଳି; ବୁଢ଼ାଆଙ୍ଗୁଠି —୨. The thumb; the great toe.