Jump to content

ବୃଦ୍ଧିଦ

ଉଇକିଅଭିଧାନ‌ରୁ

ବୃଦ୍ଧିଦ

ଉଚ୍ଚାରଣ

[ସମ୍ପାଦନା]
(ବୃଦ୍ଧିଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବୃଦ୍ଧି+ଦା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯାହା ବର୍ଦ୍ଧିତ କରେ ବା ବଢ଼ାଏ —୧. Causing growth
୨. ଉନ୍ନତି ବିଧାୟକ —୨. Causing improvement.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଜୀବକ ବୃକ୍ଷ —୧. A rare medicinal plant.
୨. ବାରାହୀକନ୍ଦ; ପିଣ୍ଡଆଳୁ — ୨. Round bulbular-rooted yam.