ବୃଦ୍ଧିଶ୍ରାଦ୍ଧ
ଆଭ୍ୟୁଦୟିକ ଶ୍ରାଦ୍ଧ; ବ୍ରତବିବାହାଦି ମାଙ୍ଗଳିକ ଅନୁଷ୍ଠାନ ଉପଲକ୍ଷରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯିବା ଶ୍ରାଦ୍ଧ; ନାନ୍ଦୀମୁଖ ଶ୍ରାଦ୍ଧ — An offering made to one's departed ancestors on the occasions of social ceremonies.