Jump to content

ବୃନ୍ତ

ଉଇକିଅଭିଧାନ‌ରୁ

ବୃନ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବୃ ଧାତୁ=ଆବରଣ କରିବା+କର୍ମ ତ; ନ ଆଗମ)

[ସମ୍ପାଦନା]
୧. ଫଳର , ଫୁଲର ଓ ପତ୍ରର ଡେମ୍ପ —୧. The stalk of a fruit, flower or leaf.
୨. ଚୁଚୁକ; କୁଚାଗ୍ର; ସ୍ତନର ଭୁଣ୍ଡି —୨. Nipple.
୩. ମାଠିଆଆଦି ରଖିବାର ମଳା —୩. A circular cushion of straw or rags used as a pedestal for pitchers and other round-bottomed pots.