ବୃନ୍ଦା
ଦେଖଣା
ବୃନ୍ଦା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୃନ୍ଦା
|
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ତୁଳସୀ ଗଛ —୧. The holy basil plant.
- ୨. ପୁରାଣ ପ୍ରସିଦ୍ଧ ଜଳନ୍ଧର ଅସୁରର ପତ୍ନୀ — ୨. Wife of demon Jaḻandhara.
[ ଦ୍ର—ଭଗବାନ୍ ମାୟା ବିସ୍ତାର ପୂର୍ବକ ଏହାଙ୍କର ସତୀତ୍ୱ ନାଶ କରି ଜଳନ୍ଧର ଅସୁରକୁ ବଧ କରିଥିଲେ ଓ ଏ ଭଗବାନଙ୍କଠାରୁ ବର ପାଇ ପର ଜନ୍ମରେ ତୁଳସୀଗଛର ରୂପଧାରଣ କରିଅଛନ୍ତି; (ଜଳନ୍ଧର ଓ ତୁଳସୀ ତଳେ ଟୀକା ଦେଖ)
- ୩. ରାଧିକାଙ୍କ ସଖୀ ବିଶେଷ —୩. One of the female companions of Rādhā.
- ୪. ରାଧିକାଙ୍କର ୧୬: ନାମ ମଧ୍ୟରୁ ଏକ —୪. A name of Rādhikā.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ବୃନ୍ଦାବନର ଡାକନାମ — A name for calling Bṛundābana.
ସ୍ତ୍ରୀ—ସ୍ତ୍ରୀଲୋକଙ୍କ ନାମ —A name given given to females.