Jump to content

ବୃନ୍ଦାବତୀ

ଉଇକିଅଭିଧାନ‌ରୁ

ବୃନ୍ଦାବତୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରତ୍ୟେକ ହିନ୍ଦୁ ଗୃହର ପ୍ରାଙ୍ଗଣରେ ତୁଳସୀ ଚଉରାରେ ପ୍ରତିଷ୍ଠିତ ହୋଇ ପୂଜା ପାଉଥିବା ତୁଳସୀ ଗଛ — A holy basil plant planted and worshipped by very Hindu householder.

୨. ବୃନ୍ଦା (ଦେଖ) - —୨. Bṛundā(See)

[ଉ—ଗୋପିକା ବୃନ୍ଦାବତୀ ନାମେ, ଥିଲା ସେ କୃଷ୍ଣ ସନ୍ନିଧାନେ ଜଗନ୍ନାଥ. ଭାଗବତ ]

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ସ୍ତ୍ରୀଲୋକଙ୍କୁ ଦିଆ ଯିବା ନାମ —A name given to females.