ବୃନ୍ଦାବତୀ ଦାସୀ
ସପ୍ତଦେଶ ଶତାଦ୍ଦୀର ଜଣେ ଓଡ଼ିଆ ନାରୀ କବି —An Oriya poetess of the ୧୭th century.
[ ଦ୍ର—ପୁରୀ ଜିଲ୍ଲାରେ କରଣ କୁଳରେ ଏହାଙ୍କର ଜନ୍ମ, ଏ ପୂର୍ଣ୍ଣତମ ଚନ୍ଦ୍ରୋଦୟ ନାମକ ଗ୍ରନ୍ଥ ପ୍ରଣୟନ କରିଥିଲେ ବିନାୟକ ଉତ୍କଳସାହିତ୍ୟର ଇତିହାସ ]