Jump to content

ବୃନ୍ଦାବନ ନାୟକ

ଉଇକିଅଭିଧାନ‌ରୁ

ବୃନ୍ଦାବନ ନାୟକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସେବକବିଶେଷଙ୍କର ଉପାଧି —A title of a certain class of sebakas in the Puri temple.

[ ଦ୍ର—ଜଗନ୍ନାଥଙ୍କର ମଣ୍ଡଣିବେଳକୁ ଜିନିସ ଯୋଗାଇ ଦେବା ଏହାଙ୍କ କାର୍ଯ୍ୟ—ଜଗବନ୍ଧୁ. ପ୍ରାଚୀନ ଉତ୍କଳ ]