Jump to content

ବୃନ୍ଦାର

ଉଇକିଅଭିଧାନ‌ରୁ

ବୃନ୍ଦାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବୃଣ ଧାତୁ=ପ୍ରୀତ କରିବା+କର୍ତ୍ତୃ. ଦାର)

[ସମ୍ପାଦନା]
୧. ମନୋଜ୍ଞ; ସୁନ୍ଦର —୧. Beautiful.
୨. ପ୍ରୀତିକର —୨. Pleasing.
୩. ଯଶସ୍ୱୀ; ବିଖ୍ୟାତ —୩. Celebrated.