ବୃଶ୍ଚିକ
ଦେଖଣା
ବୃଶ୍ଚିକ
ଉଚ୍ଚାରଣ
[ସମ୍ପାଦନା](ବୃଶ୍ଚନ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବ୍ରଶ୍ଚ ଧାତୁ=ଛେଦନ କରିବା+କର୍ତ୍ତୃ. ଇକ; ବ୍ର=ବୃ)
[ସମ୍ପାଦନା]- ୧. ବିଛା —୧. Centipede; scorpion.
[ଦ୍ରଷ୍ଟବ୍ୟ —ବିଛା ତଳେ ନୋଟ୍ ଦେଖ]
- ୨. (ଜ୍ୟୋତିଷ) ବିଛା ରାଶି —୨. (astronomy) The ୮th sign of the zodiac; the Scorpio.
- ୩. ବିଛା ବା ସୌର ମାର୍ଗଶୀର ମାସ — ୩. The solar month of Mārgaṡīra.
- ୪. ଶମ୍ୱାଳୁଆ ପୋକ —୪. The wooly bear; caterpillar.
- ୫. କଙ୍କଡ଼ା —୫. Crab (Apte).
- ୬. ଗୋବର ପୋକ (ହିନ୍ଦୀ - ଶ) —୫. A kind of beetle (Apte).