ବୃଷକେତୁ
ଦେଖଣା
ବୃଷକେତୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଅଙ୍ଗରାଜ ଦାତା କର୍ଣ୍ଣଙ୍କ ପୁତ୍ର —The son of Karṇṇa, the munificent king.
[ ଦ୍ର—ଓଡ଼ିଆରେ ଏହାଙ୍କୁ 'ବିଶିକେଶନ' ବୋଲାଯାଏ; କୁରୁକ୍ଷେତ୍ର ଯୁଦ୍ଧରେ କର୍ଣ୍ଣ ନିହତ ହେବାରୁ ଏ ପାଣ୍ଡବ ମାନଙ୍କର ଆଶ୍ରୟାର୍ଥୀ ହେଲେ ଓ ପାଣ୍ଡବମାନେ ଏହାଙ୍କ ଭ୍ରାତୁଷ୍ପୁତଜ୍ଞାନରେ ଗ୍ରହଣ କଲେ—ସୁବଳଚନ୍ଦ୍ର ]