ବୃଷଣ
ଦେଖଣା
ବୃଷଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—[ ବୃଷ ଧାତୁ=(ବୀର୍ଯ୍ୟ) ବର୍ଷଣ କରିବା+କର୍ତ୍ତୃ. ଅନ]
[ସମ୍ପାଦନା]- ୧. ଅଣ୍ଡକୋଷ —୧. Testicle.
- ୨. ଅଣ୍ଡକୋଷର ଆବରକ ଥଳୀ; ମୁଷ୍କ —୨. Scrotum; the bag contaning the testicles.
- ୩. (+ଭାବଅନ) ବୀର୍ଯ୍ୟପାତଦ୍ୱାରା ଗର୍ଭ ଉତ୍ପାଦନ —୩. Fertilization (Apte).
- ୪. ଛିଞ୍ଚିବା —୪. Sprinkling (Apte).
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ସବଳ —୧. Strong (Apte).
- ୨. ପୁଷ୍ଟ —୨. Stout (Apte).