Jump to content

ବୃଷଦଂଶ

ଉଇକିଅଭିଧାନ‌ରୁ

ବୃଷଦଂଶ

ଉଚ୍ଚାରଣ

[ସମ୍ପାଦନା]

(ବୃଷଦଂଶକ—ଅନ୍ୟରୂପ)

ସଂସ୍କୃତ - ବି—(ବୃକ୍ଷ=ମୂଷା+ଦନଶ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ବିରାଡ଼ି —Cat.

(ଉ—ବୃଷଦଂଶରୂପେ ପଳାୟିତ ଋଷି ଆସୁ ଭଞ୍ଜ. ଦୈଦେହୀଶ ବିଳାସ)