Jump to content

ବୃଷଭ

ଉଇକିଅଭିଧାନ‌ରୁ

ବୃଷଭ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ବୃଷ୍ ଧାତୁ+କର୍ତ୍ତୃ. ଅଭ)

[ସମ୍ପାଦନା]
୧. ବୃଷ; ଷଣ୍ଢ —୧. Bull.
୨. ଋଷଭକ ନାମକ ଓଷଧି —୨. A rare herb.
୪. ବଳିବର୍ଦ୍ଦ; ବଳଦ —୩. Bullock.
୪. ବୈଦର୍ଭୀ ନାମକ ରଚନାରୀତି ବିଶେଷ —୪. A class of literary composition.
୫. କର୍ଣ୍ଣଛିଦ୍ର —୫. The hole of the ear.
୬. ଜିନ ବିଶେଷ —୬. Name of J&aline;i̱na saint.
୭. ରତିଶାସ୍ତ୍ର ମତେ୪ ଜାତୀୟ ମଧ୍ୟରୁ ଏକଜାତୀୟ ପୁରୁଷ —୭. Name of a class of males according to the erotic books.
୮. ଶ୍ରୀକୃଷ୍ଣଙ୍କର ଏକ ସଖା —୮. Name of a companion of Ṡrīkṛushṇa.
୯. ରାମରାବଣ ଯୁଦ୍ଧରେ ଜଣେ ବାନର ସେନାପତିର ନାମ (ହିନ୍ଦୀ - ଶ) — ୯. Name of a commander of monkeys in the war of the Rāmāyaṇa,
୧. (ଅନ୍ୟ ଶବ୍ଦ ପରେ ଯୁକ୍ତ ହେଲେ 'ଉତ୍କୃଷ୍ଟ' ବା 'ଶ୍ରେଷ୍ଠ' ଅର୍ଥ ବୁଝାଏ)— ଉତ୍କୃଷ୍ଟ ବା ଶ୍ରେଷ୍ଠ ବ୍ୟକ୍ତି; ଏକ ଶ୍ରେଣୀର ବା ଜାତିର ବହୁ ମଧ୍ୟରେ ଉତ୍କୃଷ୍ଟ ବା ବଳବାନ୍ ବ୍ୟକ୍ତି —୭. An excellent or strong person; preemenent amongst many of a class.

(ଯଥା—ନରବୃଷଭ=ନଚଶ୍ରେଷ୍ଠ) [ ଦ୍ର—ଏହି ଅର୍ଥରେ ନରଶବ୍ଦ ପରେ ସିଂହ , କେଶରୀ, ଶାର୍ଦ୍ଦୁଳ , ବ୍ୟାଳ୍ର ପୁଙ୍ଗବ ଆଦି ଶଦ୍ଦ ବ୍ୟବହୃତ ହୁଏ ]