Jump to content

ବୃଷଭୀ

ଉଇକିଅଭିଧାନ‌ରୁ

ବୃଷଭୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବୃଷଭ+ସ୍ତ୍ରୀ ଈ)

[ସମ୍ପାଦନା]
୧. ବାଇଡଙ୍କ (ହରେକୃଷ୍ଣ,ଦ୍ରବ୍ୟଗୁଣ) —୧. Cowhage.
୨. ବିଧବା ସ୍ତ୍ରୀ —୨. A widow.
୩. ହାତୀର କାନ (ପ୍ରକୃତିବାଦ) —୩. Elephant's ear.
୪. କର୍ଣ୍ଣଶଷ୍କୁଳି; କାନ ଗୁହ (ପ୍ରକୃତିବାଦ) —୪. Ear-wax.