Jump to content

ବୃଷଳୀ

ଉଇକିଅଭିଧାନ‌ରୁ

ବୃଷଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବୃଷଳ+ଈ)

[ସମ୍ପାଦନା]
୧. ଦ୍ୱାଦଶବର୍ଷବୟସ୍କା ଋତୁମତୀ ଅବିବାହି ତା କନ୍ୟା —୧. An nnmarried girl, ୧୨ years of age, who has had her menses and is still unmaried.

(ଉ—ଅଷ୍ଟବର୍ଷା ଭବେଦ୍ୱୌରୀ, ନବମେ ନଗ୍ନିକା ଭବେତ୍; ଦଶମେ କନ୍ୟକ ପ୍ରୋକ୍ତା, ଦ୍ୱଦଶେ ବୃଷଳୀ ସ୍ମୃତା—ସନ୍ଦଭସଂହିତା)

୨. ପିତୃ ଗୃହରେ ଋତୁମତୀ ହେବା ଅବିବାହିତା କନ୍ୟା — ୨. An unmarried girl who has attained puberty while at her parents' house.

(ଉ—ପିତୁର୍ଗେହେ ଚ ଯା କନ୍ୟା ରଜଃପଶ୍ୟତ୍ୟସଂସ୍କୃତା, ଭୃଣହତ୍ୟା ପିତୁସ୍ତସ୍ୟାଃ ସା କନ୍ୟା ବୃଷଳୀ ସ୍ମତା— ଉଦ୍ଦାହତତ୍ତୃରେ ରଘୁନନ୍ଦନ ଉଦ୍ଧୃତ ଅତ୍ରି ଓ କାଶ୍ୟପ ସ୍ମୃତି)

୩. ବନ୍ଧ୍ୟା ସ୍ତ୍ରୀ —୩. A barren womane

(ଉ—ବନ୍ଧ୍ୟା ତୁ ବୃଷଳୀ ଜ୍ଞେୟା ବୃଷଳୀ ତୁ ମୃତିପ୍ରଦା, ଶୁଦ୍ରା ତୁ ବୃଷଳୀ ଜ୍ଞେୟା ବ଼ୃଷଳୀ ତୁ ମୃତିପ୍ରଦା, ଶୁଦ୍ରା ତୁ ବୃଷଳୀ ଜ୍ଞେୟା କୁମାରୀ ତୁ ରଜସ୍ୱଳା—ଯମସ୍ମୁତି)

୪. ଶୁଦ୍ରା ସ୍ତ୍ରୀ —୩. A Sūdra woman,
୫. ଋତୁମତୀ ସ୍ତ୍ରୀ —୫. A woman in har menses.
୬. ଦ୍ୟୁତକ୍ରୀଡ଼ାଦିନିନ୍ଦିତ କର୍ମରତା ସ୍ତ୍ରୀ —୬. A woman addicted to gambling.
୭. ମୃତ ସନ୍ତାନ ପ୍ରସବ କାରିଣୀ ସ୍ତ୍ରୀ —୭. Mother of still-born children
୮. ସ୍ୱପତିକୁ ଅବଜ୍ଞା କରି ପର ପୁରୁଷଠାରେ ଯେଉଁ ସ୍ତ୍ରୀ ଆସକ୍ତା ଥାଏ —୮. An adulteress.