ବୃଷଳୀ ପତି
ଦେଖଣା
ବୃଷଳୀ ପତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁ
[ସମ୍ପାଦନା]- ୧. ଶୂଦା ବିବାହକାରୀ ବ୍ରାହ୍ମଣ —୧. A Brāhmaṇa who has married a Ṡūdra woman.
- ୨. ଶଦ୍ରା ସ୍ତ୍ରୀ ସମ୍ଭୋଗକାରୀ ଦ୍ୱିଜାତି —୨. A twice born male cohabiting a ṡūdra woman.
- ୩. ଯେଉଁ ପୁରୁଷ ଦ୍ୱାଦଶ ବା ଚତୁର୍ଦ୍ଦଶ ବଷୀୟା ରଜସ୍ୱଳା କନ୍ୟାକୁ ବିବାହ କରେ — ୩. A person who marries girl of twelve or above twelve years of age who has already attained puberty.