ବୃଷସ୍ୟନ୍ତୀ
ଦେଖଣା
ବୃଷସ୍ୟନ୍ତୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ବୃଷ=ଷଣ୍ଢ ଜାତୀୟ ପୁରୁଷ+ଯ+ଇଚ୍ଛାର୍ଥେସ ଆଗମ+ଅତ୍+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଅତି କାମୁକୀ (ସ୍ତ୍ରୀ) —୧. Lascivious (woman).
- ୨. ଭ୍ରଷ୍ଟାଚାରିଣୀ (ସ୍ତ୍ରୀ) —୨. Unchaste (woman).
[ ଉ—ବଡ଼ କୁଳେ ଜାତ ଭୂପ ଭଗିନୀ ତୁହି, ବୃଷସ୍ୟନ୍ତୀ ଆଚରଣ ଭଲ ତ ନୋହି ଭଞ୍ଜି. ବୈଦେହୀଶବିଳାସ]
- ୩. ପୁରୁଷ ସଙ୍ଗାମାର୍ଥିନୀ (ସ୍ତ୍ରୀ); ଯେଉଁ ସ୍ତ୍ରୀ ହମହମ ହେଉ ଥାଏ —୩. (a woman) Longing for sexual intercourse.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. (ଅମୁକ ପୁରୁଷର) ସଙ୍ଗମାର୍ଥିନୀ ସ୍ତ୍ରୀ —୧. A woman longing for sexual intercourse with a particular male (Apte).
- ୨. ବୃଷାର୍ଥିନୀ ଗାଭୀ;ବତର ପଡ଼ିବା ଗାଈ —୨. A cow in her menses (wishing for a bull); a cow in heat.