Jump to content

ବୃଷାଙ୍କ

ଉଇକିଅଭିଧାନ‌ରୁ

ବୃଷାଙ୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୃଷ ଅଟେ ଅଙ୍କ=ଚିହ୍ନ ଯାହାର; ବହୁବ୍ରୀହି)

[ସମ୍ପାଦନା]
୧. ବୃଷଧ୍ୱଜ; ଶିବ —୧. Ṡiba.

(ଉ—ବିନ୍ଧିବା ତ୍ରିପୁରେ କମ୍ପିଲା, ବୃଷାଙ୍କ ଧନୁ ଜଳିଗଲା—ଭଞ୍ଜ. ବୈଦେ— ହୀଶବିଳାସ)

୨. ଧାର୍ମିକ ବ୍ୟକ୍ତି —୨. A piolus man.
୩. ଅନ୍ତଃପୁରରକ୍ଷକଜ ନପୁଂସକ —୩. An eunoch entrusted with the guarding of a harem.
୪. ମୟୂର —୪. Peacock.
୫. ବନ୍ୟବୃକ୍ଷବିଶେଷ —୫. Name of a wild tree.