ବୃଷାଭାନୁ
ଦେଖଣା
ବୃଷାଭାନୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ରାଧିକାଙ୍କ ପିତା — Father of Rādhā
[ ଦ୍ର—ଏ ପୁରାଣାନୁସାରେ ନାରାୟଣଙ୍କ ଅଂଶରେ ଉତ୍ପନ୍ନ ହୋଇଥିଲେ ଏହାଙ୍କ ପିତାଙ୍କ ନାମ ସୁରଭାନୁ ଓ ମାତାଙ୍କ ନାମ ପଦ୍ମାବତୀ ଏ ଗୋକୁଳର ଜଣେ ବଡ଼ ସରବାର ଥିଲେ ଓ ପ୍ରଥମେ ରାବଳ ଗ୍ରାମରେ ରହୁଥିବା ଅବସ୍ଥାରେ ସେଠାରେ ରାଧିକାଙ୍କର ଜନ୍ମ ହୋଇଥିଲା ଏ କଂସର ଉପଦ୍ରବରୁ ସେଠାରୁ ଆସି ଗୋକୁଳରେ ବାସ— କଲେ]