ବୃଷାଳ
(ବୃଷାଳିଆ—ଅନ୍ୟରୂପ)
ବିଶାଳ; ପ୍ରକାଣ୍ଡ —Gigantic.
(ଉ—ବୃଷାଳ ଶାଳ ପରି ଅଟନ୍ତି ଯେ ଭେଣ୍ଡା ଭୀମଟି ସେ ତୋତେ ହାଣିମେ ଧରି ଖଣ୍ଡା— କୃଷ୍ଣସିଂହ. ମହାଭାରତ. ବନ)