ବୃଷୋତ୍ସର୍ଗ
ଦେଖଣା
ବୃଷୋତ୍ସର୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମୃତ ବ୍ୟକ୍ତିର ଅଶୌଚ ଗତ ହେବାର ଦ୍ୱିତୀୟ ଦିବସରେ (ଆମଦେଶରେ ମୃତାହାର ଦ୍ୱାଦଶ ଦିନ) ଚାରିଆଡ଼େ ଅଣ୍ଡିରା ଅଧରା ବାଛୁରୀଙ୍କ ପିଚାରେ ତାତିଲା ଲୁହାଦ୍ୱାରା ତ୍ରିଶୂଳ ଚିହ୍ନିତ କରି ସେମାନଙ୍କୁ ଛାଡ଼ିଦେବାରୂପ ଶ୍ରାଦ୍ଧ ଓ ଯଜ୍ଞକ୍ରିୟା —A vedic rite performed on the ୧୨th day of a person'as death; consis ting of letting loose ୪ male calces after branding them with the sign of trident.