Jump to content

ବୃଷ୍ଟିଭବ

ଉଇକିଅଭିଧାନ‌ରୁ

ବୃଷ୍ଟିଭବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବୃଷ୍ଟି+ଭୁ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ବୃଷ୍ଟିପାତ ଯୋଗୁଁ ଉତ୍ପନ୍ନ —Produced by rain.