Jump to content

ବୃଷ୍ଟି କରିବା

ଉଇକିଅଭିଧାନ‌ରୁ

ବୃଷ୍ଟି କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଜଳ ବରଷାଇବା —୧. To rain.
୨. ବୁଷ୍ଟି ଜଳ ପରି ଢା଼ଳିବା —୨. To pour in showers.

(ଉ—ଅଛି ସେ ସଙ୍କଟ ଯହିଣ ମ୍ଳେଚ୍ଛ ଥାଟେ କରିଲେ ପ୍ରତାପ ମରଣ ବୁଷ୍ଟି—ନନ୍ଦକିଶୋର. କୃଷ୍ଣକୁମାରୀ)

୩. ଅବିରତ ଭାବରେ କୌଣସି କାର୍ଯ୍ୟ କରିବା —୩. To deal a thing (e.g. blow) copiously.

(ଯଥା—ମାଡ଼ ବୁଷ୍ଟି କରିବା, ଗାଳି ବୃଷ୍ଟି କରିବା)