ବୃଷ୍ଟି ଜୀବନ
ଦେଖଣା
ବୃଷ୍ଟି ଜୀବନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ବୃଷ୍ଟିପାତଦ୍ୱାରା ଶସ୍ୟ ଉତ୍ପନ୍ନ ହେଉଥିବା (ଦେଶ) —(a country) Nourished or watered by rain.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ବୃଷ୍ଟିପାତଦ୍ୱାରା ବଦ୍ଧିତ ଶସ୍ୟରେ ପାଳିତ ଦେଶ — ୧. A country depending upon crops raised with the help of rain-water.
- ୨. ଚାତକପକ୍ଷୀ —୨. The Indian swift.