Jump to content

ବୃଷ ଧ୍ୱଜ

ଉଇକିଅଭିଧାନ‌ରୁ

ବୃଷ ଧ୍ୱଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବହୁବ୍ରୀହି; ବୃଷ=ଷଣ୍ଢ+ଧ୍ୱକ=ଚିହ୍ନ)

[ସମ୍ପାଦନା]
୧. ମହାଦେବ —୧. Ṡiba.
୨. (ବୃଷ=ମୂଷା+ଧ୍ୱଜ=ଚିହ୍ନ) ଗଣେଶ —୨. Gaṇeṡa.
୩. (ବୃଷ=ଧର୍ମ+ଧ୍ୱଜ=ଚିହ୍ନ) ପୁଣ୍ୟବାନ୍ ବ୍ୟକ୍ତି —୩. A pious and virtuous man.