Jump to content

ବୃହଚ୍ଛରୀର

ଉଇକିଅଭିଧାନ‌ରୁ

ବୃହଚ୍ଛରୀର

ଉଚ୍ଚାରଣ

[ସମ୍ପାଦନା]
(ବୃହଚ୍ଛରୀରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବୃହତ୍ ଅଟେ ଶରୀର ଯାହାର; ବହୁବ୍ରୀହି;ବୃହତ୍+ ଶରୀର; ସନ୍ଧିଦ୍ୱାରା ତ୍+ଶ=ଚ୍ଛା)

[ସମ୍ପାଦନା]

ବୃହତ୍କାୟ; ସ୍ଥୂଳକାୟ —Gigantic corpulent.