Jump to content

ବୃହଚ୍ଛଳ୍କ

ଉଇକିଅଭିଧାନ‌ରୁ

ବୃହଚ୍ଛଳ୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବୃହତ୍ ଶଳ୍କ+ବହୁବ୍ରୀହି; ସନ୍ଧିରେ ତ+ଶ=ଚ୍ଛ)

[ସମ୍ପାଦନା]

ବଡ଼କାତି ଯୁକ୍ତ —Having big scales.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଚିଙ୍ଗୁଡ଼ି ମାଛ —୧. Shrimp.
୨. ବଡ଼କାତିଆ ମାଛ —୨. Fish with large scales.