ବୃହତୀ
ଦେଖଣା
ବୃହତୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୃହତୀ
|
ସଂସ୍କୃତ - ବିଶେଷ୍ୟ - (ବୃହତ୍+ ଈ)
[ସମ୍ପାଦନା]- ୧. ବିହାଙ୍କୁଡ଼ି; ଭେଜି ବାଇଗଣ — Solanum Indicum.
[ଦ୍ରଷ୍ଟବ୍ୟ —ଏହା ବଙ୍ଗନାଦିବର୍ଗର ବହୁଶାଖା କଣ୍ଟକୀକ୍ଷୁପ; ପଡ଼ିଆରେ ମନକୁ ଉଠେ; ଏହା ଭୂମିରେ ଚକଡ଼ା ହୋଇ ମାଡ଼େ; ଏଥିର ଫୁଲ ବାଇଗଣି, ଫଳ ଗୋଲ, ଅଧଇଞ୍ଚ ବ୍ୟାସବିଶିଷ୍ଟ ଏ ଗଛ ଓ ଫଳ ଦଶମୂଳ ପାଚନରେ ଲାଗେ ବୈଦ୍ୟ ଶାସ୍ତ୍ର ମତରେ ଏହା ଧାରକ, ହୃଦୟଗ୍ରାହୀ, କଟୂ— ତିକ୍ତ ଓ ଉଷ୍ଣ ବୀର୍ଯ୍ୟ ଏହା କଫ, ବାୟୁ ମୁଖର ବିରସତା, ଅରୁଚି କୁଷ୍ଠ, ଜ୍ୱର, ଶ୍ୱାସ ଶୂଳ, କାଶ ଓ ଅଗ୍ନିମାନ୍ଦ୍ୟ ନାଶକ
- ୨. ଅଙ୍କରାନ୍ତି କଣ୍ଟାକାରୀ; କଣ୍ଟାକାରିକା (ଦେଖ) - —୨. Solanum Xanthocarpum.
- ୩. ଡେଙ୍ଗା ଭେଜୀ; ଶ୍ୱେତ କଣ୍ଟାକାରୀ — ୩. A tall variety of Solanum Indicum.
[ଦ୍ରଷ୍ଟବ୍ୟ —ଏହା କଣ୍ଟକୀ ଗୁଳ୍ମ; ଏହା କଣ୍ଟକାରୀର ଗୁଣଯୁକ୍ତ, ଅଧିକନ୍ତୁ ଗର୍ଭପ୍ରଦ; ଏଥିର ଫୁଲ ଧଳା] ===
- ୪. ଇଟା ବେଏଁ କୋଳି —୪. A variety of Solanum which is a creeper.
[ଦ୍ରଷ୍ଟବ୍ୟ —ଏ ଲତାର ଫଳ ଭେଜି ବାଇଗଣ ପରି, କିନ୍ତୁ ଭେଜି ଅପେକ୍ଷା କଣ୍ଟା କମ୍) ===
[ଦ୍ରଷ୍ଟବ୍ୟ —ସାଧାରଣ ବୈଦ୍ୟଶାସ୍ତ୍ରରେ ବୃହତୀ ଦୁଇ ପ୍ରକାର; କିନ୍ତୁ ରାଜନିର୍ଘଣ୍ଟକାରଙ୍କ ମତରେ ବୃହତୀ ୩ ପ୍ରକାର
- ୧. ବୃହତୀ ବା ଭେଜି ବାଇଗଣ —୧. Solanium Indicum.
- ୨. କଣ୍ଟାକାରୀ; ଅଙ୍କରାନ୍ତି —୨. Solanium Xanthocarpum.
- ୩. ଶ୍ୱେତ ବୃହତୀ ବା ଡ଼େଙ୍ଗା ଭେଜି ଶ୍ୱେତ ବୃହତୀଗଛ ବଡ଼; ଫୁଲ ବାଇଗଣ ଫୁଲ ପରି; କିନ୍ତୁ ଧଳା; ଫଳ ଭେଜୀ ଅପେକ୍ଷା ବଡ଼ ସମସ୍ତ— ପ୍ରକାର ବୃହର୍ତୀ ଗୁଚ୍ଛଫଳା ଆଉ ଏକପ୍ରକାର ଛୋଟ ବାଇଗଣ ପରି ଫଳ ଧରିବବା କଣ୍ଟକିନୀ ଲତାକୁ ଲଟା— ବେଏଁ କୋଳି ବା ଲହ ବେଏଁ କୋଳି ବୋଲାଯାଏ]
- ୨. ବିଶ୍ୱାବସୁଙ୍କ ବୀଣା —୨. The Itue of a Deity.
- ୩. ଉତ୍ତରୀୟ ବସ୍ତ୍ର —୩. The upper sheet.
- ୪. ଛନ୍ଦୋବିଶେଷ —୪. Name of a metre.
(ଉ—ବୃହତୀ ଛନ୍ଦେ ଅଛି ନଅଟି ଅକ୍ଷର ନ ଅଙ୍କେତ ଜାଣୁଛ ହେଉଛି ବେଭାର କୃଷ୍ଣସିଂହ. ମହାଭାରତ ବନ)
- ୫. ବାକ୍ୟ —୫. Word; expression.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବୋଇତି କଖାରୁ —The sweet gourd.