Jump to content

ବୃହତ୍ ପଞ୍ଚମୂଳ

ଉଇକିଅଭିଧାନ‌ରୁ

ବୃହତ୍ ପଞ୍ଚମୂଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ଆୟୁର୍ବେଦ) ବେଲ, ଫଣଫଣା, ପାଟଳୀ, ଗମ୍ଭାରୀ ଓ ଅଗବଥୁ, ଏହି ପାଞ୍ଚଟି ଗଛର ମୂଳ ଓ ତହିଁର ପାଚନ —A decoction made from the roots of ୫ trees (viz; Marmalos, Bignonia Indica, Bignonia Suavuolens, Gmelina, Arborea and Premna Serrati-folia).

[ଏହା—ଏହାର ପାଚନ ଔଷଧରୂପେ ବ୍ୟବହୃତ ହୁଏ ଏହା ନବଜ୍ୱର, ଶ୍ୱାସ ବବାସାଦି ରୋଗରେ ଉପକାରକ]