Jump to content

ବୃହସ୍ପତି ପଞ୍ଚମ

ଉଇକିଅଭିଧାନ‌ରୁ

ବୃହସ୍ପତି ପଞ୍ଚମ

ଉଚ୍ଚାରଣ

[ସମ୍ପାଦନା]

ବୃହସ୍ପତି ନବମ, ବୃହସ୍ପତି ଏକାଦଶ—ଅନ୍ୟରୂପ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମନୁଷ୍ୟର ସୌଭାଗ୍ୟଯୁକ୍ତ ଅବସ୍ଥା ଘଟିବା — The dawning of good fortune.

[ଦ୍ରଷ୍ଟବ୍ୟ —ଜ୍ୟୋତିଷ ମତରେ ମନୁଷ୍ୟର ଜୀବନରେ ୫ମ ବା ୯ମ ବୃହସ୍ପତି ପଡ଼ିଲେ ସୁତାର୍ଥ ଲାଭ ହୁଏ କୌଣସି ବ୍ୟକ୍ତିର ସୌଭାଗ୍ୟଯୁକ୍ତ ଅବସ୍ଥା ଦେଖିଲେ ଲୋକେ କହିଥାନ୍ତି 'ତାକୁ ହୃହସ୍ପତି ପଞ୍ଚମ ବା ନବମ ପଡ଼ିଅଛି' ସେହିପରି କୌଣସି ବ୍ୟକ୍ତିର ସୌଭାଗ୍ୟୋଦୟକୁ ଲକ୍ଷ୍ୟ କରି 'ବୃହସ୍ପତି ଏକାଦଶ ପଡ଼ିଛି' ବୋଲି ମଧ୍ୟ କହନ୍ତି ]