ବେଁଟା
(ବେଏଁ[ହେଁ]ଟା—ଅନ୍ୟରୂପ)
ଏକପ୍ରକାର ଔଷଧ ଗଛ — A medicinal plant.
[ଦ୍ରଷ୍ଟବ୍ୟ —ଏହି ଗଛର ପତ୍ରର ରସ ଓ ମୂଳର କ୍ୱାଥ ବାତରୋଗ ପ୍ରଶମନାର୍ଥ ବ୍ୟବହୃତ ହୁଏ—ଦ୍ରବ୍ୟଗୁଣ. କଳ୍ପଦ୍ରୁମ