Jump to content

ବେଁଶିରା

ଉଇକିଅଭିଧାନ‌ରୁ

ବେଁଶିରା

ଉଚ୍ଚାରଣ

[ସମ୍ପାଦନା]

[ବେଏଁଶିରା(ରା)—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମନୁଷ୍ୟର ମେରୁଦଣ୍ଡ ତଳେ ଯାଇଥିବା ଶିରା —୧. Spinal chord.
୨. ବେକ— ମୁଣ୍ଡାରେ ଶରୀରର ସମସ୍ତ ଶିରା ଏକତ୍ର ହୋଇଥିବା ସ୍ଥାନ —୨. The nape of the neck where the veins of the body meet.

[ଦ୍ରଷ୍ଟବ୍ୟ —କଥାରେ କହନ୍ତି ସବୁ ଶିରଯାକ ବେକରେ ଲୋଚା]