ବେଆରିଙ୍ଗ୍ ପୋଷ୍ଟ୍
ଦେଖଣା
ବେଆରିଙ୍ଗ୍ ପୋଷ୍ଟ୍
ଉଚ୍ଚାରଣ
[ସମ୍ପାଦନା]ବେରିଂପୋଷ୍ଟ, ବେରିଙ୍ଗପୋଷ୍ଟ—ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବେଆରିଙ୍ଗ୍ ପୋଷ୍ଟ୍
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ପତ୍ରପ୍ରେରକ ଚିଠି ଉପରେ ଡାକ ଟିକଟ ନ ମାରି ଯେଉଁ ଚିଠି ଡାକରେ ପଠାନ୍ତି ଓ ଯେଉଁ ଚିଠିର ଡାକମାସୁଲ ପତ୍ରର ଗ୍ରହୀତାଙ୍କଠାରୁ ଡାକବାଲା ଆଦାୟ କରେ —୧. Bearing post; unpaid post.
- ୨. (ଲକ୍ଷଣାର୍ଥ) ପରର ଖର୍ଚ୍ଚାରେ ଯେଉଁ କାର୍ଯ୍ୟ ନିର୍ବାହିତ ହୋଇଥାଏ —୨. Any work done at the cost of another person.