Jump to content

ବେଇବା

ଉଇକିଅଭିଧାନ‌ରୁ

ବେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବିଆଇବା, ବିଏଇବା, ବେଇ ପକା(କେ)ଇବା, ବ୍ୟା(ବ୍ୟେ)ଇବା—ଅନ୍ୟରୂପ

ଦେଶଜ - କ୍ରି—(ସଂସ୍କୃତ - ବୀ ଧାତୁ= ଗର୍ଭଗ୍ରହଣ)

[ସମ୍ପାଦନା]

ଜନ୍ମ କରିବା; ସନ୍ତାନ ପ୍ରସବ କରିବା —To bring forth offspring; to be delivered of a child.