ବେଉଆରିସି
ଦେଖଣା
ବେଉଆରିସି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ବେବାର(ରି)ସ୍(ସି)—ଅନ୍ୟରୂପ]
ବୈଦେଶିକ - ବିଶେଷଣ - (କଚିରିଆ)—(ଫାରାସୀ - ବେବାରିସ୍
[ସମ୍ପାଦନା]- ୧. ଯାହାର କେହି ଉତ୍ତରାଧିକାରୀ ନ ଥାଏ ; ନାଉଆରସ୍ (ବ୍ୟକ୍ତି) — ୧. Heirless (Person)
- ୨. ନିର୍ବଂଶ — ୨. Issueless.
- ୩. ଯେଉଁ ସମ୍ପତ୍ତିରେ କେହି ଦାବୀଦାର୍ ନ ଥାଏ —୩. (Property) Having no claimant; unclaimed.
- ୪. ଅସ୍ୱାମିକ (ସମ୍ପତ୍ତି); ଅଧିକାରୀ ବିହୀନ —୪. Ownerless.