Jump to content

ବେଉନ୍ତ

ଉଇକିଅଭିଧାନ‌ରୁ

ବେଉନ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଣ୍ଟନ; ସଂସ୍କୃତ - ବିଭକ୍ତି)

[ସମ୍ପାଦନା]
୧. ବଣ୍ଟନ — ୧. Distribution.
୨. ବରାଦ; କାର୍ଯ୍ୟର ବ୍ୟବସ୍ଥା —୨. Arrangement.
୩. ବିଭାଗ କରଣ —୩. Division.
୪. ବହୁଲୋକ ମଧ୍ୟରେ କାର୍ଯ୍ୟକ୍ରମର ବିଭାଗ ବା ବଣ୍ଟନ —୪. Division of labour; distribution of work or labour amongst many workers.