Jump to content

ବେଉନ୍ତିବା

ଉଇକିଅଭିଧାନ‌ରୁ

ବେଉନ୍ତିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ବଣ୍ଟଧାତୁ)

[ସମ୍ପାଦନା]
୧. ବଣ୍ଟନ କରିବା — ୧. To distribute.
୨. ବରାଦ କରିବା —୨. To arrange.
୩. ବହୁଲୋକଙ୍କୁ କାର୍ଯ୍ୟ ବାଣ୍ଟିବା —୩. To distribute work to many people.
୪. କାର୍ଯ୍ୟକ୍ରମ ବହୁଲୋକଙ୍କ ମଧ୍ୟରେ ବାଣ୍ଟିଦେବା —୪. To make a division of labour amongst many workers.