ବେଉରା
ଦେଖଣା
ବେଉରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂ ବିବରଣ)
[ସମ୍ପାଦନା]- ୧. ବାର୍ତ୍ତା; ସଂବାଦ — ୧. News; report.
- ୨. ବିବରଣ —୨. Description; narration.
- ୩. ପତ୍ରାଦିର ଉତ୍ତର —୩. Replay to a letter.
- ୪. (ସଂସ୍କୃତ - ବ୍ୟବହାରୀ) ଶୂଦ୍ରମାନଙ୍କର ବଂଶୋପାଧି ବିଶେଷ —୪. A family-title amongst the Ṡūdras.
- ୫. ଦୁଧ ମାଠିଆ —୫. A pail or pitcher for milk.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଫେରନ୍ତି; ଲେଉଟ (ସଂବାଦ) — ୧. In return; by return (news).