ବେଉରା ଦେବା
ଦେଖଣା
ବେଉରା ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେଉରା ଦେବା
|
[ବେଉରା ପଠା(ଠେ)ଇବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସମ୍ୱାଦ ପଠାଇବା —୧. To send news; to report.
- ୨. ପତ୍ରର ଉତ୍ତର ପଠାଇବା —To send a reply to a letter.
ବେଉରା ଦେବା
|
[ବେଉରା ପଠା(ଠେ)ଇବା—ଅନ୍ୟରୂପ]