ବେଉଷିବା
ଦେଖଣା
ବେଉଷିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବେଉଷିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ବିକର୍ଷଣ)
[ସମ୍ପାଦନା]- ୧. ବେଉଷଣ କରିବା — ୧. To puddle a paddy field.
- ୨. ବ୍ୟବ— ସାୟରେ ନିଯୁକ୍ତ ହେବା —୨. To be engaged in a trade or business.
ପ୍ରାଦେଶିକ - (ବାଲେଶ୍ୱର)କ୍ରିୟାପଦ -
[ସମ୍ପାଦନା]ବୁଝାବୁଝି କରିଦେବା; ଆଶ୍ୱାସନା କରିବା —To comfort; to soothe, (ଯଥା—ପିଲା କାନ୍ଦୁଛି, ତାକୁ ଟିକିଏ ବେଉଷିଦେଶଜ - )